ଓଡିଶାଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଓଡିଶା ଦିବସ ସମାରୋହmahabharatanewsApril 2, 2026 by mahabharatanewsApril 2, 2026047 କଟକ ଜିଲ୍ଲା ସାଲେପୁର ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଅନୁଷ୍ଠତ ହେଉଥିବା ଓଡିଶା ଦିବସ ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆଇନ୍ ମନ୍ତ୍ରୀ...
ଓଡିଶାହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସmahabharatanewsApril 2, 2026 by mahabharatanewsApril 2, 2026047 ହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଛି। ସ୍ଥାନୀୟ ମଧୁବାବୁ କମ୍ପ୍ଲେକ୍ସ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ର ପୂର୍ବତନ ବିଧାୟକ ହରିହର...
ଓଡିଶାଜିଲ୍ଲାସ୍ତରୀୟ ୯୧ ତମ ଓଡିଶା ଦିବସ ମହାସମାରୋହରେ ପାଳିତmahabharatanewsApril 2, 2026 by mahabharatanewsApril 2, 2026050 ଗଜପତି ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ୪.୩୦ ମି ପ୍ରଭାତଫେରି, ସକାଳ ୬ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ...
ଓଡିଶାଧରଣୀଧର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳିତmahabharatanewsApril 2, 2026 by mahabharatanewsApril 2, 2026038 ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଧରଣୀଧର ପବ୍ଲିକ ସ୍କୁଲ ବଇଣ୍ଡା (ଗୋବିନ୍ଦପୁର ) ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ( ଅବସର ପ୍ରାପ୍ତ...
ଓଡିଶାମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ।mahabharatanewsApril 1, 2026 by mahabharatanewsApril 1, 2026049 ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ଏହି ଦିବସରେ ଓଡ଼ିଶା ର ବରପୁତ୍ର ମାନଙ୍କୁ ମନେ ପକାଇ ଏପ୍ରିଲ ୧ତାରିଖରେ ଓଡ଼ିଶା ରାଜ୍ୟ ପାଳନ କରୁଛି ଏହି ଦିବସ। ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ...
ଓଡିଶାପାଣିକୋଇଲି ଠାରେ ଆଜି ଉତ୍କଳ ଦିବସ ତଥା ପୋଲିସ ଦିବସ ପାଳନ ହୋଇଛି ।mahabharatanewsApril 1, 2026 by mahabharatanewsApril 1, 2026040 ଆଜି ପବିତ୍ର ଉତ୍କଳ ଦିବସ ତଥା ପୋଲିସ ଦିବସ l ଏହି ଅବସରରେ ଯାଜପୁର ଜିଲ୍ଲା ପାଣିକୋଇଲି ମୁଖ୍ୟାଳୟ ପରିସରରେ ୯୧ତମ ଜିଲା ସ୍ତରୀୟ ପୋଲିସ ଦିବସ ପାଳିତ ହୋଇଛି l ଏଥିରେ ଯାଜପୁର...
ଓଡିଶାଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳmahabharatanewsApril 1, 2022April 1, 2022 by mahabharatanewsApril 1, 2022April 1, 20220247 ଭୁବନେଶ୍ୱର:ଆଜି ହେଉଛି ଉତ୍କଳ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ। ଖାଦ୍ୟ...