ଅପରାଧଦେଶ ବିଦେଶ

କୋର୍ଟରେ ହାଜର ଭେନେଜୁଏଲା ରାଷ୍ଟ୍ରପତି

ମୁଁ ନିର୍ଦ୍ଦୋଷ । ମୋ ସହ ଅନ୍ୟାୟ ହୋଇଛି । କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଛି । ଡ୍ରଗ୍ସ କାରବାର ସମେତ ଅନେକ ଗମ୍ଭୀର ଅଭିଯୋଗ ଉପରେ ନିଜକୁ କୋର୍ଟରେ ନିର୍ଦ୍ଦୋଷ ବୋଲି କହିଛନ୍ତି ମାଦୁରୋ । ମାଦୁରୋ ଓ ତାଙ୍କ ପତ୍ନୀଙ୍କ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ କୋର୍ଟରୁ ବାହାରିଥିଲେ । ଆଉ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୭ରେ ହେବ ।

Related posts

ଗାଡି ଲୁଟକୁ ଚୋରି ରୂପ ଦେବା ଯୋଜନା ପଣ୍ଡ, ୨ ଗିରଫ

mahabharatanews

ଆତ୍ମହତ୍ୟା ଉଦ୍ୟମ ବେଳେ ଛିଡିଗଲା ଓଢଣୀ, ଯୁବକ ମୃତ

mahabharatanews

ପାକିସ୍ତାନୀ ଭିକାରୀଙ୍କୁ ଫେରାଇଲା ସାଉଦି ଆରବ

mahabharatanews