ଓଡିଶା

ଆରପାରିରେ ସାମ୍ବାଦିକ ଶରତ ମିଶ୍ର

(ଭୁବନେଶ୍ୱର) : ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସମାଜ’ର ସମ୍ପାଦକ ଭାବେ ସେ ଖୁବ ନାଁ କମାଇଛି । ସମାଜରୁ ଅବସର ପରେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧି ର ସମ୍ପାଦକ ଥିଲେ l କଟକରେ Eastern Times group ରୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଜୀବନ ।

ସୂଚନାନୁଯାୟୀ ,ସେ ୧୯୩୬ରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ବଲିଉଡ ଅଭିନେତ୍ରୀ ଚାହୁଁଛନ୍ତି ସେଥିପାଇ.ଜାଣନ୍ତୁ ଏପରି କାହିଁ କହିଲେ ଶାମିଙ୍କ ପତ୍ନୀ  ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ । କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି ।

Related posts

୩୧ରେ କେରଳ ଛୁଇଁବ ମୌସୁମୀ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ

mahabharatanews

ଲୋକସେବା ଭବନରେ ରିଲ୍ସ କଲେ ହେବ ଆକ୍ସନ: ଆଇନ ମନ୍ତ୍ରୀ

mahabharatanews