ଓଡିଶା

ଆରପାରିରେ ସାମ୍ବାଦିକ ଶରତ ମିଶ୍ର

(ଭୁବନେଶ୍ୱର) : ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସମାଜ’ର ସମ୍ପାଦକ ଭାବେ ସେ ଖୁବ ନାଁ କମାଇଛି । ସମାଜରୁ ଅବସର ପରେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧି ର ସମ୍ପାଦକ ଥିଲେ l କଟକରେ Eastern Times group ରୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଜୀବନ ।

ସୂଚନାନୁଯାୟୀ ,ସେ ୧୯୩୬ରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ବଲିଉଡ ଅଭିନେତ୍ରୀ ଚାହୁଁଛନ୍ତି ସେଥିପାଇ.ଜାଣନ୍ତୁ ଏପରି କାହିଁ କହିଲେ ଶାମିଙ୍କ ପତ୍ନୀ  ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ । କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି ।

Related posts

ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ୟ୍ୟକ୍ରମ

mahabharatanews

ସଜାଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ

mahabharatanews

କିଭଳି ଜଳିଗଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ତାହାକୁ ନେଇ ବଡ ପ୍ରଶ୍ନ

mahabharatanews