ମନୋରଞ୍ଜନ

ଆସୁଛି ଭିକ୍କିଙ୍କର ୪ଟି ସିନେମା 

(ମୁମ୍ବାଇ) :  ଦୀର୍ଘ ଦିନ ପରେ ପରଦାକୁ ଫେରିବେ ନ୍ୟାସନାଲ ଆୱାର୍ଡ ପ୍ରାପ୍ତ କରିଥିବା ବଲିଉଡ ଷ୍ଟାର ଭିକ୍କି କୌଶଳ । ତେବେ ସେ ଅନେକ ଦିନ ପରେ ବଡ଼ ପରଦାକୁ ଫେରିଛନ୍ତି  ୨୦୨୩ ‌‌ଶେଷ ହେବାକୁ ଆଉ ୭ମାସ ବାକି୍ଥିବା ବେଳେ ତାଙ୍କର ୪ଟି ସିନେମା ରିଲିଜ ହେବ ବୋଲି କୁହାଯାଉଛି। ଏହି ଚାରିଟି ସିନେମା ମଧ୍ୟରେ ରହିଛି ‘ଜରା ହଟକେ ଜରା ବଚକେ’, ‘ମେ‌ରେ ମହବୁବ ମେରେ ସନମ’, ‘ଦ ଗ୍ରେଟ ଇଣ୍ଡିଅନ ଫ୍ୟାମିଲି’ ଓ ‘ଶ୍ୟାମ ବାହାଦୂର’।

ସୂଚନାନୁଯାୟୀ ,  ଭିକ୍କିଙ୍କ ଦୁଇଟି ସିନେମା ‘ସରଦାର ଉଧମ’ ଓ ‘ଗୋବିନ୍ଦା ନାମ ମେରା’ ଓଟିଟିରେ ରିଲିଜ ହୋଇଥିଲା ‘ସରଦାର ଉଧମ’ରେ ଭିକ୍କିଙ୍କ କାମକୁ ଦେଖି ସମୀକ୍ଷକ ଓ ଜନତା ଖୁବ ଚର୍ଚ୍ଚା କରିଥିଲେ। ଏହି କ୍ରମରେ ‘ଗୋବିନ୍ଦା ନାମ’ ସିନେମାରେ ଦର୍ଶକ ଭିକ୍କିଙ୍କ କମେଡ଼ିକୁ ବି ବେଶ ପ୍ରଶଂସା କରିଥିଲେ।

Related posts

୨.୫ କୋଟି ଟଙ୍କାରେ ନିଲାମ ହେଲା  ମାଇକେଲ୍‌ ଜ୍ୟାକ୍‌ସନଙ୍କ ଜ୍ୟାକେଟ୍

mahabharatanews

ବାହାଘର ପୋଷାକକୁ ନେଇ ମୁହଁ ଖୋଲିଲେ  ପରିଣୀତି

mahabharatanews

ପୁଣି ଥରେ ମାଆ ହୋଇଛନ୍ତି କମେଡିଆନ୍ ଭାରତୀ ସିଂହ

mahabharatanews