ଓଡିଶା

ଆଜି ଜେରା ହେବାରୁ ବଞ୍ଚିତ ବିଦ୍ୟାଭାରତୀ, ଫେରିଛି କ୍ରାମବ୍ରାଞ୍ଚ..

(ବାଲେଶ୍ୱର): ଗତକାଲି ମାରାଥନ ଜେରାରେ ପ୍ରାୟ ୭୦ଟି ପ୍ରଶ୍ନର ସାମ୍ନା କରିଥିଲେ ବିଦ୍ୟାଭାରତୀ । ଆଜି ପୁଣି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି କଥା ସମ୍ନାକୁ ଆସିଥିଲା କିନ୍ତୁ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଫେରିଯାଇଥିବା ଜଣା ପଡ଼ିଛି । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗତକାଲି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଉଦଳା ସ୍ଥିତ ଘରେ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୬ଘଣ୍ଟା ଧରି ଜେରା କରାଯାଇଥଲା ବିଦ୍ୟାଭାରତୀଙ୍କୁ । ତେବେ ତାଙ୍କ ଠାରୁ କ’ଣ ସୁରାକ୍ ମିଳିଛି ସେ ବିଷୟରେ କିଛି ଖୁଲାସା କରି ନଥିଲା କ୍ରାଇମବ୍ରାଞ୍ଚ ।

Related posts

ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

mahabharatanews

୨୦ କୋଟି ଟଙ୍କାରେ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁ କରିବାକୁ ଦାବି

mahabharatanews

ବାସ୍ତବତାକୁ ଲୁଚାଇବାକୁ ଫ୍ୟାନ କ୍ଲବର ସୃଷ୍ଟି

mahabharatanews