ଓଡିଶା

ଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

ପରଜଙ୍ଗ / ସୁଜିତ୍ ଦଳବେହେରା: ପାରାଦୀପ ରୁ ଅନୁଗୁଳ ଜିଲ୍ଲା ତାଳଚେର ଏଫ୍ ସି ଆଇ କୁ ଯାଉଥିବା ଟ୍ରଲର ଗାଡ଼ିକୁ ପରଜଙ୍ଗ ଡିହୋଡ଼ଲ ଛକ ନିକଟରେ ଅଟକ ରଖିଛନ୍ତି ଗ୍ରାମବାସୀ। ଗତ ରାତିରେ ଜେସିବି ମେସିନ ସାହାଯ୍ୟରେ ରାସ୍ତା ମରାମତି କରୁଥିବା ସମୟରେ ପାଇପ ଲାଇନ ଭାଙ୍ଗିଥିବ। ଓ ଏଲେଟ୍ରି ଲାଇନ ଖୁଣ୍ଟରୁ ତାର କାଟି ଥିବାରୁ ଟ୍ରେଲର ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ଏହା କ୍ଷତି ପୂରଣ ନଦେବା ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକୁ ଅଟକ ରଖା ଯିବ ବୋଲି ସୂଚନା ମିଳିଛି।

Related posts

 ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପକୁ ବିଜେ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ

mahabharatanews

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

mahabharatanews