ଓଡିଶା

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

ଜଗତସିଂହପୁର: ମତଦାନବେଳେ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା । ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଦୁର୍ବୃତ୍ତ ଉଠାଇ ନେଇଥିଲେ । ଶୁକ୍ରବାର ମତଦାନ ବେଳେ ଦୁର୍ବୃତ୍ତ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା। ତେବେ ଏହି ଭୋଟ୍ ବାକ୍ସ କେମିତି ଏଠାକୁ ଆସିଲା ଏବଂ କିଏ ଏହାକୁ ଆଣିଲା ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏହାର ତନାଘନା ଜାରି ରହିଛି । ସେହି ଭୋଟ୍ ବାକ୍ସ ଶନିବାର କୁଳ ପଟସରା ୩ନଂ ବୁଥ୍ ନିକଟ ଏକ ଧାନ କଳଘର ସମ୍ମୁଖରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି ।

Related posts

ସ୍ୱାସ୍ଥ୍ୟକେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ ଆହତ

mahabharatanews

ଚାଲାଣ ବେଳେ ୧୨ ନାବାଳକଙ୍କ ସମେତ ୮୧ ଦାଦନ ଉଦ୍ଧାର

mahabharatanews

ଆଜି ୪୫ଟି ଜାଗାରେ ପୁନଃ ମତଦାନ

mahabharatanews

Leave a Comment