ଓଡିଶା

ରାଜ୍ୟରେ ଏଣିକି ବୃଦ୍ଧି ପାଇବ ତାପମାତ୍ରା

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ପାଗ ଶୁଖିଲା ରହିବ । ଆଗକୁ ଆହୁରି ତାପମାତ୍ରା ବଢ଼ିବ ସହ ବୁଧବାରରୁ ପାଗ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଅପରପକ୍ଷେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ଶନିବାର ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି। ଶୁକ୍ରବାର ରାଜ୍ୟର ୭ ସହରରେ ପାରଦ ୩୫ ଡିଗ୍ରୀ ଟପିଛି ।

Related posts

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews

ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା

mahabharatanews

ବଢ଼ିଲା ସୁନା ଦର 

mahabharatanews