ମନୋରଞ୍ଜନ

୫୬ ବର୍ଷରେ ପାଦ ଥାପିଲେ ଖିଲାଡି ବୟ, ଦର୍ଶକଙ୍କୁ ବଡ ଉପହାର

(ମୁମ୍ବାଇ): ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ଆଜି ନିଜର ୫୬ତମ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି ।  ଏହି ଅବସରରେ ସେଲିବ୍ରିଟିଙ୍କ ସମେତ ପ୍ରଶଂକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ନିଜ ଜନ୍ମଦିନ ଅବସରରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର ।

ବାସ୍ତବରେ, ଅଭିନେତାଙ୍କ ଜନ୍ମଦିନ ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Welcome To The Jungle’ର ଟିଜର୍ ରିଲିଜ୍ ହୋଇଯାଇଛି । ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ଏବଂ ଷ୍ଟାର କାଷ୍ଙଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଯେଉଁଠାରେ ଫିଲ୍ମର ପୁରା ଷ୍ଟାର କାଷ୍ଟ ଆର୍ମି ପୋଷାକ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଏହାସହ ସମସ୍ତେ ଫିଲ୍ମର ଟାଇଟେଲ୍ ଟ୍ରାକ୍ ଗାଉଥିବାର ଦେଖିବା ପାଇଁ ମିଳୁଛି । ତେବେ ଖାସ୍ କଥା ହେଲେ ଦୀର୍ଘ ଦିନ ପରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ତନଙ୍କୁ ଏକାଠି ଦେଖିବାର ମୌକା ମିଳିବି ।

Related posts

 ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଙ୍ଗନାଙ୍କୁ ନିମନ୍ତ୍ରଣ

mahabharatanews

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜର

mahabharatanews

ସନ୍ନି ଦେୱଲ କିଣିଲେ ୨.୦୫ କୋଟି ଟଙ୍କାର ନୂଆ କାର

mahabharatanews