Uncategorized

ଡବ୍ଲୁଏଚଓ ଅଫିସରୁ ଭୂତାଣୁ ସମ୍ପର୍କରେ ସଚେତନ କରାଯାଇଛି: ଡବ୍ଲୁଏଚଓ

 ଉହାନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ପ୍ରାରମ୍ଭିକ ଅବସ୍ଥାରେ କୋଭିଡ-୧୯ ସଂକଟକୁ ନେଇ ତାର ଆକାଉଣ୍ଟ ଅପଡେଟ କରାଯାଇ କୁହାଯାଇଛି, ଉହାନରେ ପ୍ରଥମ ନିମୋନିଆ ମାମଲା ସାମ୍ନାକୁ ଆସିବା ପରେ ଚୀନ ସ୍ଥିତ ଡବ୍ଲୁଏଚଓ ଅଫିସରୁ ହିଁ ପ୍ରଥମେ ଏହି ଭୂତାଣୁକୁ ନେଇ ସଚେତନ କରାଯାଇଥିଲା । ଚୀନ ପକ୍ଷରୁ ନୁହେଁ ।
ଡବ୍ଲୁଏଚଓ ପକ୍ଷରୁ ପ୍ରଥମ ଥର ପାଇଁ ଏହି ମହାମାରୀ ଭୂତାଣୁର ବିସ୍ଫୋରକ ରୂପକୁ ନେଇ ଆଂଶିକ ରୂପେ ସମାଲୋଚନା କରାଯାଇ ଏପ୍ରିଲ ୯ ତାରିଖରେ ପ୍ରାରମ୍ଭିକ ତଥ୍ୟ ପ୍ରକାଶ କରାଯାଇଥିଲା । ତେବେ ଡବ୍ଲୁଏଚଓ ପକ୍ଷରୁ କେବଳ ଏତିକି କୁହାଯାଇଛି କି ଉହାନ ମୁନିସିପାଶଲ ସ୍ୱାସ୍ଥ୍ୟ ଆୟୋଗ ତାର ହୁବାଇ ପ୍ରାନ୍ତରେ ନିମୋନିଆକୁ ନେଇ ଡିସେମ୍ବର ୩୧ ତାରିଖରେ ରିପୋର୍ଟ କରିଥିଲା । କିନ୍ତୁ ଜାତିସଂଘ ସ୍ୱାସ୍ଥ୍ୟ ସଂସ୍ଥା ଏହା ସ୍ପଷ୍ଟ କରିନାହିଁ ବାସ୍ତବରେ କିଏ ଏହାକୁ ସାମ୍ନାକୁ ଆଣିଥିଲା ।

Related posts

କେରଳର ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳଙ୍କ ସମାଲୋଚନା

mahabharatanews

ମାସ୍କ ତିଆରିରେ ବ୍ୟସ୍ତ ଦେଶର ପ୍ରଥମ ମହିଳା

mahabharatanews

ମହାପ୍ରଭୁ କାଲି ବାହାରକୁ ନ ବାହରିଲେ ୧୨ ବର୍ଷ ପର୍ଯ୍ୟନ୍ତ ବାହାରି ପାରିବେନି: ତୁଷାର ମେହତା

mahabharatanews