ଓଡିଶା

ବାଙ୍କିପାଲିରେ ବିଶ୍ବଶାନ୍ତି ଯଜ୍ଞ

ଓମପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏସ. ରାମପୁର ତହସିଲ ଅନ୍ତର୍ଗତ ବାଙ୍କିପାଲି ଭାଗବତ ମନ୍ଦିର ପ୍ରାଙ୍ଗଣରେ ମହାଳୟା ଅବସରରେ ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଭାବଗତ କମିଟି ତତ୍ତ୍ଵାବଧାନରେ ପରିଚାଳିତ ଯଜ୍ଞରେ ଜୀବନଦାଦର ଜୀବନନିର୍ମାଣ ଆଶ୍ରମର ସ୍ଵାମୀଜୀ ରୀତାନନ୍ଦ ଏବଂ ବାନପ୍ରସ୍ତ ଭକ୍ତଚରଣ ଯଜ୍ଞ ପରିଚାଳନା କରିଥିଲେ। କର୍ତ୍ତା ଭାବେ ଜପ ନାଏକ ଓ ଶୁକମାରୀ ନାଏକ କାର୍ଯ୍ୟ ତୁଳାଇଥିଲେ। ବିଶ୍ବର ମଙ୍ଗଳ ନିମନ୍ତେ ଉକ୍ତ ଯଜ୍ଞ କରାଯିବା ସହ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

Related posts

କରୋନା କଲା କାଙ୍ଗାଳ: ବ୍ୟବସାୟ ବୁଡିଲା ପରେ ହାତରେ ଭିକ୍ଷାଥାଳ

mahabharatanews

ଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!

mahabharatanews

‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews