ମନୋରଞ୍ଜନ

ଉର୍ବଶୀଙ୍କ ପାଇଁ ୩କୋଟି ଟଙ୍କାର କେକ୍

(ମୁମ୍ବାଇ) : ଚର୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା । ଏଥର କୌଣସି ଫିଲ୍ମ କିମ୍ବା ବୋଲଡ ଲୁକ ପାଇଁ ନୁହେ ବରଂ ଦାମୀ କେକ କାଟି ସାମ୍ନାକୁ ଆସିଛନ୍ତି । ବଲିଉଡରେ କମାଲ ନକରି ପାରିଥିଲେ ବି ନିଜ ମ୍ୟୁଜିକ୍ ଭିଡିଓ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି ଉର୍ବଶୀ। ଅନେକ ସମୟରେ ଉର୍ବଶୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଫଟୋରେ ସେ ୩କୋଟି ଟଙ୍କାର କେକ୍ କାଟୁଥିବାର ନଜର ଆସିଛି।

ସୂଚନାନୁଯାୟୀ, ଫେବ୍ରୁଆରି ୨୫ରେ ଉର୍ବଶୀ ତାଙ୍କର ୩୦ତମ ଜନ୍ମଦିନ ପାଳନ କରିଥିଲେ। ନିଜ ଜନ୍ମଦିନକୁ ସେ ଏକ ନିଆରା ଢ଼ଙ୍ଗରେ ପାଳନ କରିଥିବା ଦେଖାଯାଇଥିଲା, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ରାପର ୟୋ ୟୋ ହନି ସିଂ ତାଙ୍କୁ ଦେଇଥିବା ଉପହାରକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Related posts

ଭୋଟ ଦେଲେ ବଲିଉଡ ତାରକା

mahabharatanews

ଭାଇରାଲ ହେଲା ପରି -ରାଘବଙ୍କ ବିବାହ ପରର ପ୍ରଥମ ଫୋଟୋ

mahabharatanews

ଇଟାଲୀରେ ହେବ ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରି-ୱେଣ୍ତିଂ

mahabharatanews