ଅପରାଧ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଂଜାମ ଜିଲ୍ଲା ବୁଗୁଡା ଥାନା ତକରଡା କେନାଲ ନିକଟରେ ଥିବା ଏକ ଗଛରୁ ଆଜି ପୋଲିସ ଏକ ଝୁଲନ୍ତା ଶବକୁ ଉଦ୍ଧାର କରିଛି । ମୃତଳ ଜଣକ ତକରଡା ଗାଁ ହରିଜନ ସାହିର ଯୁବକ ବୋଲି ଜଣାପଡିଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।

Related posts

ଦିନ ଦି ପହରେ ଲୁଟିନେଲେ ଦୁର୍ବୃତ୍ତ

mahabharatanews

ରିତେଶ କଲେ ରାଖୀ ସାୱନ୍ତଙ୍କ ମୋସିଆଲ ମିଡିଆ ହ୍ୟାକ

mahabharatanews

ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା

mahabharatanews