ଓଡିଶା

କରୋନା ପ୍ରଭାବରେ ଭିତର କନିକା ବନ୍ଦ

ଡେରାବିଶ/କେନ୍ଦ୍ରାପଡା: କରୋନା ଭାଇରସ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଉପରେ କଟକଣା ଜାରି କରାଯାଇଛି । ଏହା ୧୭ ମାର୍ଚ୍ଚ ଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରସିଦ୍ଧ ଭିତର କନିକା ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଥିôବା ବେଳେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସେବାୟତମାନେ ମାସ୍କ ପିନ୍ଧି ସେବାକାର୍ଯ୍ୟ କରିବେ । ଏଥି ସହିତ ବେଢା ମଧ୍ୟରେ ଅଧିକ ସଂଖ୍ୟାରେ ଭକ୍ତ ଏକତ୍ରିତ ନହେବା ସହିତ ଆନନ୍ଦ ବଜାର, ପାର୍କ ଆଦି ଉପରେ କଟକଣା ଜାରି କରାଯାଇଛି ।

Related posts

ରତ୍ନସିଂହାସନରୁ ପଥର ଚୋରି ଅଭିଯୋଗ

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ୨ଶହ ତଳକୁ ରହିଛି ; ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews