ଓଡିଶା

ଚୋରା ମଦ ଧରିବାରେ ସଫଳ ହୋଇଛି ହିଂଜିଳି ପୋଲିସ

(ରଜନିକାନ୍ତ ପାତ୍ର, ହିଞ୍ଜିଳି): ଗତକାଲି ସଖାଳେ କୋରନା ର ଲକଡାଉନ କଡ଼ା କଡ଼ି କରିବା ପାଇଁ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କଂ ନେତୃତ୍ୱରେ ଏକ ପୋଲିସ ଟିମ ହିଂଜିଳି ସହରକୁ ଅମାନିଆ ଗାଡି ଚାଳକ କୁ ଅଟକାଇ ଯାଞ୍ଚ କରା ଯାଇଥିଲା କ୍ଷ ସେଇ ସମୟ ରେ ଗୋଟିଏ ଯାତ୍ରିବାହି ଅଟୋ ନଂ (ଙଊ୦୭ଢ୩୦୫୫) ଯୋଗେ ଦେଶୀ ମଦ ଚାଲାଣ କରାଯାଉଥିବା ସମୟରେ ଖଣ୍ଡରା ଛକ ନିକଟରୁ ୧୦୦୦ପକେଟ ଦେଶୀ ମଦ ଜବତ ସହ ଅଟୋ ଓ ଅଟୋଚାଳକ କୁ ଗିରଫ କରିଛି ପୋଲିସ କ୍ଷ ଏନେଇ ହିଂଜିଳି ଥାନାରେ କେଶ ନଂ ୧୪୪/୨୦ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି କ୍ଷ

Related posts

ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର

mahabharatanews

ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି

mahabharatanews

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

mahabharatanews