ଓଡିଶା

ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ

(ମମତା ସାମଲ ): ଅନୁଗୁଳ ସ୍ଥିତ ଠାକୁରଗଡ଼ ଷୋଳପଦା ନିକଟରେ ଏକ ଅଭାବନିୟ ଘଟଣା ଘଟିିିଯାଇଛି। ଠାକୁରଗଡ଼ ଷୋଳପଦା ନିକଟରେ ଓଲଟିପଡିଛି ବସ୍। ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୦ଜଣ ଆହତ ହୋଇଥିବା ନେଇ ସୂଚନା ମିିଳିଛି। ଏହାସହ ଜଣେ ଗୁରୁତର ହୋଇ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବୌଦ୍ଧରୁ ଅନୁଗୁଳ ଆସୁଥିଲା ପ୍ରବାସୀ ଓଡ଼ିଆ ବସ୍ । ବସରେ ୧୫ ପ୍ରବାସୀ ଓଡ଼ିଆ ଥିଲେ।

Related posts

ଆସନ୍ତାକାଲି ପୁରୀ-ରାଉରକେଲା ଟ୍ରାଏଲ ରନ୍

mahabharatanews

କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ରେଡ୍ କଲା ଭିଜିଲାନ୍ସ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍‌ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

mahabharatanews