Uncategorized

ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କୋରୋନା ପ୍ରଭାବ

ନୂଆଦିଲ୍ଲୀ: ବିଶ୍ୱ ଦ୍ୱିତୀୟ ଅର୍ଥବ୍ୟବସ୍ଥା ଚୀନ ଉପରେ କୋରୋନ।। ଭୂତାଣୁର ପ୍ରଭ।ବ ଗୁରୁତର ଭାବେ ପଡିଥିବା ବେଳେ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଥିବାର ପରିଲକ୍ଷିତ ହୋଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଯଦି ଚିନର ସ୍ଥିତିରେ ସୁଧ।ର ନ ଆସେ ତେବେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ବିଶେଷ କରି ଭାରତୀୟ ଅଟେ।ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଓ ଫାର୍ମା ଉପରେ ପ୍ରଭାବ ପଡିଛି । ଏହା ବ୍ୟତୀତ କୋରେ।ନା ଭୂତାଣୁ ଆକ୍ରମଣରେ ପିଲାଙ୍କ ଖେଳଣାର ମୂଲ୍ୟ ବଢିବାରେ ଲାଗିଛି । କିଛି ସପ୍ତାହରେ ଖେଳଣା ବଜାରରୁ ଉଭାନ ହୋଇଯିବ । ଏହାକୁ ନେଇ ବଜାରରେ କଳାବଜାରୀ ଆରମ୍ଭ ହୋଇ ଗଲାଣି ।
ଭାରତ ଓ ଚୀନ ମଧ୍ୟରେ ୨୦୧୮-୧୯ ମଧ୍ୟରେ ମୋଟ ୮୭ ଅରବ ଡଲାରର ବ୍ୟବାର ହୋଇଥିଲା । କିନ୍ତୁ ସବୁଠାରୁ ଅଧିକ ଆମଦାନୀ ହୋଇଥିଲା ଇଲେକ୍ଟ୍ରୋନିକ୍ସ, ଅଟୋମୋବାଲ, ଫାର୍ମା, ଟେକ୍ସଟାଇଲ । ଏହି ସବୁ ଉତ୍ପ।।ଦ ପ୍ରାୟତଃ ଚୀନରୁ ଆମଦାନୀ ହୋଇଥାଏ । କିନ୍ତୁ କୋରୋନ।। ଭୂତାଣୁ କାରଣରୁ ଆମଦ।।ନୀରେ ହ୍ରାସ ଘଟିଛି । ଏହା ବ୍ୟତୀତ ଚୀନରେ ଅଧିକାଂଶ କାରଖାନା ବନ୍ଦ ରହିଛି ।

Related posts

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews

ମଟନ,ଚିକେନଠୁ ବଳିଗଲା ପଣସ ଦର

mahabharatanews

କେନ୍ୟା: ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ

mahabharatanews