ଓଡିଶା

ଭିଜିଲାନ୍ସ ଜାଲରେ ACF ରେବତୀ ରମଣ ଯୋଶୀ: କ୍ୱାର୍ଟରରୁ ମିଳିଲା ୧୪ ଲକ୍ଷ ୫୦ ହଜାର ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF । ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଛି। ସମ୍ବଲପୁର ଓ ବରଗଡ଼ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଚାଲିଛି। ଚଢାଉ ସମୟରେ କ୍ୱାର୍ଟରରୁ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ମିଳିଥିବା ସୂଚନା । ଏହି ଚଢାଉରେ ୩ ଡିଏସପି, ୧୦ ଇନିସପେକ୍ଟରଙ୍କ ସମେତ ଅନେକ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

Related posts

ସମ୍ବଲପୁର ଏସପିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ଜିଲ୍ଲା ଉପସଭାପତି

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

ବେସାହାରା ବାଳକର ଗୁହାରୀ: କମ୍ ଟଙ୍କା ହେଉପଛେ କାମଟେ ଦିଅ

mahabharatanews

Leave a Comment