ଓଡିଶା

ରାଜ୍ୟରେ ଚାଲିବ କ୍ରୁଜ

ଭୁବନେଶ୍ୱର : ରାଜ୍ୟରେ ପର୍ୟ୍ୟଟନ ଶିଳ୍ପକୁ ନୂଆ ଦିଗ ଦେବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛି । ପର୍ୟ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ହୀରାକୁଦ,ଚିଲିକା, ମହାନଦୀ, ଭିତରକନିକା ଓ ସାତକୋଶିଆରେ ପାଣି ଜାହାଜ ଚଳାଇବାକୁ ଯୋଜନା କରାଯାଉଛି । ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ ଚଳାଚଳ କରିବ କ୍ରୁଜ୍। ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ। ଏହାପରେ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ସହ କେଉଁ ଅଞ୍ଚଳରେ କେତେ କ୍ରୁଜ୍ ଚାଲିବ ସେ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।

Related posts

୧୧ଜଣ ନାବାଳିକା ଶିଶୁଶ୍ରମିକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

mahabharatanews

୪ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ 

mahabharatanews

ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌, ଆସନ୍ତାକାଲି ଖୋଲିବ ଭୋଟ ବାକ୍ସ

mahabharatanews