ଓଡିଶା

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର: ସପ୍ତାହବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ଜୋରଦାର ଆରମ୍ଭ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ସମାଜର ଅମାନିଆ ·ଳକଙ୍କୁ ତଥା ସମସ୍ତଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି । ସୋମବାର ଦିନ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ପରିବହନ ତରଫରୁ ଏହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଭାରାପ୍ରାପ୍ତ ଅଧିକାରୀ ମନୋଜ ଟପ୍ନୋ ହାତକୁ ନେଇଥିଲେ । ଏକ ସୁସଜ୍ଜିତ ମୋବାଇଲ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବିଭିନ୍ନ ବ୍ଲକର ଗାଁକୁ ଗାଁ ପ୍ର·ର କରାଯିବା ସହ ସଡ଼କ ସୁରକ୍ଷା ସଚେତନ ପତ୍ର ବଣ୍ଟନ କରାଯାଇଥିଲା । ପରେ ରାଇରଙ୍ଗପୁର ପୌରାଞ୍ଚଳର ବିଭିନ୍ନ ଜନଗହଳି ସ୍ଥାନରେ ନୃତ୍ୟ ଗୀତ ଆସରରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ପରିବହନ କାର୍ଯ୍ୟାଳୟର କର୍ମ·ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ଭୁବନେଶ୍ୱରରୁ ଆଉ ୧୯୦ କରୋନା ପଜିଟିଭ ଚିହ୍ନଟ

mahabharatanews

ଧାମନଗରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାରର ଦ୍ୱିତୀୟ ଦିନ

mahabharatanews

୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

mahabharatanews

Leave a Comment