Uncategorized

ସୋସିଅ।ଲ୍ ମିଡ଼ିଅ।ରେ ଛାତ୍ରୀଛାତ୍ରଙ୍କୁ ଦିଅ।ଯିବ ହୋମ୍ ୱାର୍କ

(ମହାଭାରତ): ସାରା ବିଶ୍ୱରେ କରୋନାକୁ ନେଇ ଅ।ତଙ୍କ ସୃଷ୍ଟି ହୋଇଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଅ।ଯାଇଛି । ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ତେବେ ଗୁଜରାଟରେ ଶିକ୍ଷା ବିଭାଗ ସରକାରୀ ସ୍କୁଲ ଶିକ୍ଷକଙ୍କୁ ପିଲାଙ୍କ ଘର ଘର ବୁଲି ପରୀକ୍ଷା ପ୍ରଶ୍ନପତ୍ର ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଉଛି । ତେବେ ସୋସିଅ।ଲ୍ ମିଡ଼ିଅ।ରେ ପାଠ ପଢ଼ାଇବା ପାଇଁ ସରକାର ଶିକ୍ଷକଙ୍କୁ କହିଛନ୍ତି । ଅଭିଭାବକଙ୍କ ମୋବାଇଲ୍ ନମ୍ବର ନେଇ ଶିକ୍ଷକମାନଙ୍କୁ ହ୍ୱାଟସ୍ ଅ।ପ୍ ଗ୍ରୁପ୍ କରିବାକୁ କୁହାଯାଇଛି । ଏଥିରେ ପିଲାଙ୍କ ହୋମ୍ ୱାର୍କ ଶେୟାର କରିବାକୁ ପଡ଼ିବ । ସେହିପରି ହ୍ୱାଟସ୍ ଅ।ପ୍ରେ ଖାତା ଦେଖା ବି ହେବ । ପ୍ରତି ଶନିବାର ହେଉଥିବା ପରୀକ୍ଷା ମଧ୍ୟ ହ୍ୱାଟସ୍ ଅ।ପରେ କରାଯିବ ।

Related posts

ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

mahabharatanews

ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ଜ୍ୟୋତିରାଦିତ୍ୟ ସିନ୍ଧିଆ, ତାଙ୍କ ମା’ କରୋନା ଆକ୍ରାନ୍ତ

mahabharatanews