ଓଡିଶା

ଅଜଣା ଗାଡି ଧକ୍କାରେ ଚାଷୀ ଗୁରୁତର

ମହାଭାରତ, କଳାହାଣ୍ଡି: କଳାହାଣ୍ଡି ଜିଲ୍ଲ।।ରେ ଏକ ସଡକ ଦୁର୍ଘଟଣାରେ ଜଣେ ଚାଷୀ ଗୁରଚତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋକସରା ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ତାଙ୍କୁ ଭବାନୀ ପାଟନା ସ୍ଥ।।ନାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ, କୋକସରା ବ୍ଲକ କୁସୁମଖୁଣ୍ଟି ଜାତୀୟ ରାଜପଥ ୨୬ ନିକଟରେ ଆଜି ଏକ ଅଜଣା ଗାଡି ଧକ୍କାରେ ସେହି ଗ୍ରାମର ଜଣେ ଚାଷୀ ଦେବରାଜ ଚଲାନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ଭୁଲାନ୍ସରେ କୋକସରା ଡାରଖାନାକୁ ନେଇ ଯାଇଥିଲେ । ଦୁର୍ଘଟଣାରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Related posts

ଆମ୍ବ ବଗିଚାକୁ ଯିବା ବେଳେ ହାତୀ ନେଲା ବୃଦ୍ଧଙ୍କ ଜୀବନ

mahabharatanews

ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜାମଦା ବ୍ଲକସ୍ତରୀୟ ନୂତନ ସଂଘ ଗଠନ

mahabharatanews

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews