ଓଡିଶା

ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): କରୋନାର ମୁକାବିଲା କରିବାେ ପାଇଁ ମାଲକାନାଗିରି ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ରାଶି ଆଜି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହାୟତାରେ ପ୍ରଦାନ କରାଯାଇଛି । ଏହି ଅବସରରେ ଜିଳ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଓ ଅନ୍ୟ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ ।

Related posts

ପୋଲ ତଳକୁ ଖସିଗଲା କାର

mahabharatanews

ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, କାମୁଡି ଛିଣ୍ଡାଇଲେ ଡାକ୍ତରଙ୍କ କାନ

mahabharatanews

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ସିଧାସଳଖ ବିମାନ

mahabharatanews