ଓଡିଶା

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

(ବାଲେଶ୍ୱର ): ମହାମାରୀ କୋରୋନା ସମୟରେ ପୂରା ଦେଶ ଏକାଠି ହୋଇ କୋରୋନାର ମୁକାବିଲା କରୁଛି । ଏଭଳି ଘଡିସନ୍ଧି ମୂହର୍ତ୍ତରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତରେ ମନ୍ତ୍ରୀ ପହଞ୍ଚି ପାଖାପାଖି ୩ଶହ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହାସହ ନିଜେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତର ଅସହାୟମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ କ୍ଷ

Related posts

ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେ ମାନେ ଓଡ଼ିଶାର ଗୌରବ: ମୁଖ୍ୟମନ୍ତ୍ରୀ

mahabharatanews

ବନ୍ଧୁକ ଦେଖାଇ ମନ୍ଦିରରୁ ଲୁଟ

mahabharatanews

ସଫେଇନାଳରୁ ଯୁବତୀଙ୍କ ଗଳିତ ମୃତଦେହ ଜବତ, ହତ୍ୟା ଅଭିଯୋଗ

mahabharatanews