ଓଡିଶା

ଆକାଶଙ୍କ ଜାମିନ୍‌ ମାମଲାର ଶୁଣାଣି , ରାୟ ସଂରକ୍ଷିତ ଥିବା ସୂଚନା

(ଭୁବନେଶ୍ୱର) : ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ଜାମିନ୍‌ ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି । ତେବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଆକାଶ ବିଭିନ୍ନ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଆକାଶଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିଲା ।

Related posts

ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଦାରିଙ୍ଗବାଡିରେ ରାସ୍ତା ସିଲ

mahabharatanews

ଦୁଇଟି ବାଇକ ସହ ଘର ପୋଡି

mahabharatanews