Uncategorized

ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୦ ହଜାର ୫୨୯ ଆକ୍ରାନ୍ତ ଚିହ୍ନଟ

(ଦିଲ୍ଲୀ) : ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୮୦ଜଣଙ୍କ ମୃତ୍ୟୁ ହୋଇଛି ।

Related posts

ଚୀନର ଯୋଜନାବଦ୍ଧ ହିଂସାକାଣ୍ଡ: ଜୟଶଙ୍କର

mahabharatanews

ଭଣ୍ଡ ବାବା ଚଳାଇଥିଲା ସେକ୍ସ ରାକେଟ: ଲୋକେ ଭିଡିଓ କରି ପଠାଇଲେ ମାମୁଁ ଘର

mahabharatanews

କେଭିସିରେ ଶରଦ ପାୱାରଙ୍କୁ ଡକାଇବାକୁ ଆବେଦନ

mahabharatanews