ମନୋରଞ୍ଜନ

 ଆରମ୍ଭ ହେବ’କୌନ ବନେଗା କରୋଡପତି’ 

 ଲୋକପ୍ରିୟ ଟେଲିଭିଜନ୍ ଶୋ ‘କୌନ ବନେଗା କରୋଡପତି’ ଦୀର୍ଘ ଦିନ ହେବ ଲୋକଙ୍କ ମନୋରଞ୍ଜନ କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଧାରଣ ଲୋକ ଏହି ଶୋ ଜରିଆରେ କୋଟିପତି ହୋଇଛନ୍ତି ଏବଂ ଏହାର ଖୁବ୍ ଅଧିକ ଲୋକପ୍ରିୟତା ରହିଛି । ବର୍ତ୍ତମାନ ଏହି ଶୋ’ର ୧୬ ତମ ସିଜିନ୍ ଆରମ୍ଭ ହେବା ପାଇଁ ଯାଉଛି । ଶୋ ହୋଷ୍ଟ ଅମିତାଭ ବଚ୍ଚନ ପୁଣି ଥରେ କେବିସି ମାଧ୍ୟମରେ ମନୋରଞ୍ଜନ କରିବେ  ।

ସୂଚନାନୁଯାୟୀ ,  ଇନଷ୍ଟାଗ୍ରାମରେ ଏନେଇ ସୂଚନା ଜାରି କରିଛି । ସୋନି ଟିଭି କେବିସିର ଏକ ପୁରୁଣା ଭିଡିଓ ମଧ୍ୟ ପୋଷ୍ଟ କରିଛି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ – ଏତେ ଭଲ ପାଇବା ମିଳିଛି ଯେ ପୁଣି ଥରେ ଫେରିବା ପାଇଁ ଯାଉଛି କୌନ ବନେଗା କରୋଡପତି’ ।

Related posts

ଫିଲ୍ମ ‘ଆନିମଲ’ରେ ରଣବୀରଙ୍କ ଲୁକ ଦେଖି ଅବାକ ଦର୍ଶକ

mahabharatanews

ଫେରାର ହୋଇଗଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

mahabharatanews

ମନ୍ଦିରରେ ବାସନ ଧୋଇ ଚର୍ଚ୍ଚାରେ ପରିଣୀତି ଓ ସ୍ବାମୀ ରାଘବ

mahabharatanews