ମନୋରଞ୍ଜନ

ଡିପ୍‌ଫେକ୍‌ ଭିଡିଓ: ୪ ଅଭିଯୁକ୍ତ ଗିରଫ

(ଦିଲ୍ଲୀ) : ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅନ୍ୟମାନଙ୍କ ଡିପ୍‌ଫେକ୍‌ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ , ଭିଡିଓ ଅପଲୋଡ୍ କରିବାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ବୁଧବାର ଦିଲ୍ଲୀ ପୁଲିସ ଚିହ୍ନଟ କରିଛି। ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମଧ୍ୟ ଏହା ଉପରେ କଟକଣା ଲଗାଇବା ବିଷୟରେ କହିଥିଲେ। ଏଥି ସହିତ ମୃଣାଲ ଠାକୁର, ନାଗା ଚୈତନ୍ୟ ଏବଂ ଚିନ୍ମୟୀ ଶ୍ରୀପଦାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ଏହି ଅଭିନେତ୍ରୀଙ୍କୁ ସମର୍ଥନ କରିଥିଲେ। ସେହି ଭିଡିଓକୁ ମଧ୍ୟ ନିନ୍ଦା କରିଥିଲେ।

Related posts

 ୮୧ତମ ଜନ୍ମଦିନରେ କାନ୍ଦିଲେ ବିଗ୍‌ ବି

mahabharatanews

କଙ୍ଗନା ରାଣାୱତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ତୀଜ ପାଳନ କରିଥିଲେ

mahabharatanews

ଫିଲ୍ମ ‘ଜୱାନ’ର ପ୍ରଥମ ସୋ’ଦେଖିବେ ସଲମାନ

mahabharatanews