Uncategorized

ଆଲାସ୍କାରେ ଭୂକମ୍ପ ପ୍ରଭାବରେ ସୁନାମି ସତର୍କତା ଜାରି

ଆଲାସ୍କା: ଆମେରିକାରରେ ଭୂକମ୍ପ । ଆମେରିକାର ଆଲାସ୍କା ରାଜ୍ୟରେ ସୋମବାର ରାତିରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ସୋମବାର ରାତିରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି। ଅର୍ଥାତ ଏହା ଏକ ବଡ ଧରଣର ଭୂକମ୍ପ ଥିଲା । ଏହି ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡିଛି। ଭୂକମ୍ପ ପ୍ରଭାବରେ ବଡ କୋଠାଗୁଡ଼ିକ ଥରିଉଠିଥିଲା। ଭୂକମ୍ପ ପରେ ଆଲାସ୍କାରେ ସୁନାମି ସତର୍କତା ଜାରି କରାଯାଇଥିବା ସୂଚନା ମିଳୁଛି ।

Related posts

ଉଦ୍ଘାଟନ ଉତ୍ସବରେ ମନ୍ତ୍ରୀ ଜଗନ୍ନାଥ ସାରକା

mahabharatanews

ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହଜାତକୁ ଗଲେ ଶର୍ଜିଲ ଇମାମ

mahabharatanews

କ୍ଷୁଦ୍ର ପତଙ୍ଗଟିଏ ମଧ୍ୟ ସାଧାରଣ ଜୀବନଯାତ୍ରା ରୋକିପାରେ: ପ୍ରଧାନମନ୍ତ୍ରୀ

mahabharatanews