ଶିକ୍ଷା

ଆସନ୍ତା ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ଆସନ୍ତା ମେଁ ୨୦ ରୁ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟରେ ୬୦ଟି କେନ୍ଦ୍ରରେ ଖାତା ଦେଖା ହେବ । ମେଁ ୧୯ ସୁଧା ସବୁ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷା ନିରୀକ୍ଷକ । ମାଟ୍ରିକ ଖାତା ଦେଖା ବେଳେ ସାମାଜିକ ଦୁରତା ଅବଲମ୍ବନ କରିବେ । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରୀ ପାଇବେ ପ୍ରୋତ୍ସାହନ । ଜୁଲାଇ ଶେଷ ସୁଦ୍ଧା ରେଜଲ୍ଟ ବାହାରିବ । କଣ୍ଟେନମେଣ୍ଟ ଜୋନରେ ଖାତା ଦେଖା ହେବ । ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ । ମୁଲ୍ୟାୟନ କେନ୍ଦ୍ରରେ କୋଭିଡ-୧୯ ଅନୁୂୂପାଳନ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ।

Related posts

ଦଶମ, ଦ୍ୱାଦଶ ଅବଶିଷ୍ଟ ପରୀକ୍ଷା ବାତିଲ

mahabharatanews

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ; ପାସ୍‌ ହାର ୯୫.୩୩ ପ୍ରତିଶତ

mahabharatanews

ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

mahabharatanews