Uncategorized

ଇରାନ ସଂସଦୀୟ ନିର୍ବାଚନରେ ଭୋଟ ପ୍ରିକ୍ରିୟା ସମ୍ପନ୍ନ

ମହାଭାରତ, ତେହରାନ: ଶୁକ୍ରବାର ଦିନ ତେହରାନର ବିଭିନ୍ନ ଭୋଟ କେନ୍ଦ୍ର ବ୍ୟତୀତ ମଧ୍ୟ ପୂର୍ବର ବିଭିନ୍ନ ଦେଶର ଭୋଟିଂ କେନ୍ଦ୍ର ସମ୍ମୁଖରେ ବହୁ ସଂଖ୍ୟକ ଇରାନୀୟ ଭୋଟ ଦେବାକୁ ଧାଡିରେ ଠିଆ ହୋଇଥିଲେ । ଦେଶର ୧୧ ତମ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ନୂତନ ସଂସଦକୁ ମାଜଲିସ ନାମରେ ଜଣା ଯାଉଛି । ଦେଶରେ ରାଜନୈତିକ ତିକ୍ତତା, ଆର୍ଥିକ ସଂଗ୍ରାମ ଓ ସ୍ୱଳ୍ପ ଭାଗିଦାରିତାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ହେଉଛି । ଏହି ନିର୍ବାଚନରେ ରାଷ୍ଟ୍ରପତି ହାସାନ ରୁହାନୀଙ୍କ ରଫର୍ମିଷ୍ଟ ମୋଡେରେଟ କ୍ୟାମ୍ପର ଲୋକପ୍ରିୟତାକୁ ଦର୍ଶାଇବ, ଯାହା ୨୦୧୬ରୁ ଦେଶରେ ଶାସନରେ ରହିଛି । ତେହରାନରେ ଭୋଟ ଦାନ କେନ୍ଦ୍ର ଖୋଲିଆର କିଛି ମିନିଟ ପରେ ଦେଶର ସର୍ବୋଚ୍ଚ ନେତା ଆୟତୋଲ୍ଲାହ ଅଲି ଖାମିନ ତାଙ୍କ ମତଦାନ କରିଛନ୍ତି ।

Related posts

ଆସନ୍ତୁ ଜାଣିବା କେଉଁ ରଙ୍ଗରେ ହୋଲି ଖେଳିବା

mahabharatanews

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews

ଋତୁସ୍ରାବ ସୃଷ୍ଟିକରେ କ୍ୟାନସର!

mahabharatanews