ଓଡିଶା

କଂଗ୍ରେସର ମାଲକାନାଗିରି ବନ୍ଦ ଡାକରା

ମାଲକାନାଗିରି: ଜିଲ୍ଲାପାଳନଙ୍କ ପିଏ ଆତ୍ମହତ୍ୟା ଘଟଣାରେ ସମ୍ପୃପ୍ତିକୁ ନେଇ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଗିରଫଦାରି ଦାବିରେ କଂଗ୍ରେସ ପକ୍ଷରୁ ମାମଲକାନାଗିରି ବନ୍ଦ ଡାକରା ଦିଆଯାଇଛି । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରିବା ସହ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରଖାଯାଇଛି ।

Related posts

ଲକଡାଉନ ଅବମାନନା: ୭ ଗିରଫ

mahabharatanews

ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଦାବି

mahabharatanews

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

mahabharatanews