Uncategorized

କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ବରମଙ୍କୁ କରୋନା

ଚେନ୍ନାଇ: ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ପରୀକ୍ଷା କରାଇବାରୁ ସ୍ବାବ ନମୁନା ପରୀକ୍ଷା କରାଯାଇଥିଲା । ସେଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଏ ନେଇ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି କି, ମୁଁ କରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଛି । ମୋର ଲକ୍ଷଣ ସାମାନ୍ୟ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ମୁଁ ଘରେ କ୍ବାରେଣ୍ଟାଇନରେ ଅଛି । ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କୁ କରୋନା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ।

Related posts

ଦିଲ୍ଲୀ ହିଂସା: ପୋଲିସକୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ

mahabharatanews

ବିପିନ ରାୱତ ଦେଶର ପ୍ରଥମ ସିଡିଏସ

mahabharatanews

ଏନପିଆର ବିରୋଧରେ ତାମିଲନାଡୁ ସରକାରର କଡା ଆଭିମୁଖ୍ୟ

mahabharatanews