ଓଡିଶା

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ

(ଓମପ୍ରକାଶ ମିଶ୍ର/ସୋନପୁର): ସୋନପୁର ପଞ୍ଜାମ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ମାସ୍କ ଓ ହ୍ୟାଣ୍ଡ ଗ୍ଳୋବ ବଣ୍ଟନ କରାଯାଇଛି। ମହାମାରୀ କରୋନା ଭଳି ପରିସ୍ଥିତିରେ ଏହି ଯୋଦ୍ଧାମାନେ ସହରବାସୀଙ୍କ ପାଇଁ ତାଙ୍କର ସେବା ଜାରି ରଖିଛନ୍ତି । ଏଣୁ ସେମାନଙ୍କ ସୁରକ୍ଷା ପାଇଁ ହ୍ୟାଣ୍ଡ ଗ୍ଳୋବ ଓ ମାସ୍କ ପ୍ରଦାନ କରାଯାଇଛି। ସୋନପୁର ପୌରପରିଷଦରେ କାର୍ୟ୍ୟରତ ସଫେଇ କର୍ମଚାରୀମାନଙ୍କୁ ଏହି ଅବସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ପରିଚାଳକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ।

Related posts

କୋରାପୁଟରେ ୪ଜଣିଆ କେନ୍ଦ୍ରୀୟ ଟିମ୍

mahabharatanews

ଓଡିଶାର ଅଖ୍ୟାତ ଗ୍ରାମ ଯୁବକଙ୍କ କଳାକୁ ଦେଖିବା ଦେଶ

mahabharatanews

ବୃଦ୍ଧି ହେଲା ଆଶାକର୍ମୀଙ୍କ ମାସିକ ଦରମା

mahabharatanews