ଓଡିଶା

କରୋନା ସୂଚନା ପାଇଁ ହେଲପଡେସ୍କ ଆରମ୍ଭ

ଭୁବନେଶ୍ବର: କରୋନାଭାଇସ୍ ସଂକ୍ରାନ୍ତରେ ଅପଡେଟ ସୂଚନା ଦେବାକୁ ଏକ ଡ୍ୱାଟ୍ସଆପରେ କୋଭିଡ ହେଲପଡେସ୍କ ଆରମ୍ଭ କରିଛନ୍ତି । କୋଭିଡ-୧୯ ସମ୍ପର୍କିତ ସମସ୍ତ ଅପଡେଟ ପାଇବାକୁ ୯୩୩୭୯୨୯୦୦୦ ହାଇ ‘Hi’ @[aû bi.ly/OGCovidWhatsAppରେ କ୍ଲିକ୍ କରିବାକୁ ହେବ । ଏ ସଂକ୍ରାନ୍ତରେ ଟୁଇଟ୍ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ ଏହି ହେଲପଡେସ୍କ ମାଧ୍ୟମରେ କୋଭିଡ୍-୧୯ ସଂକ୍ରାନ୍ତ ସଦ୍ୟତମ ଘଟଣାବଳୀ, ସୂଚନା ଏବଂ ପରିସଂଖ୍ୟାନ ଏବେ ଅତି ସହଜରେ ମିଳିପାରିବ।

ଆଜି ରାଜ୍ୟ ପରିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ସମୁଦାୟ କରେନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୨। ସେମାନଙ୍କ ମଧ୍ୟରୁ ୩୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Related posts

ମାଟ୍ରିକରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

mahabharatanews

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

mahabharatanews

୨ ଶିଶୁପୁତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର

mahabharatanews