ଅପରାଧ

କାଠୁଆରେ ପୁଣି ଦୁଷ୍ମର୍ମ

ଶ୍ରୀନଗର: ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ପୁଣି ଏକ ଲୋମ ହର୍ଷଣକାରୀ ଦୁଷ୍କର୍ମ ମାମଲା ସାମ୍ନ।।କୁ ଆସିଛି । କଠୁଆର ଏସଏସପି ଡା ଶୈଳେନ୍ଦ୍ର ମିଶ୍ରା ବୁଧବାରକୁ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ହୋଲି ଖେଳରେ ସମସ୍ତେ ମସଗୁଲ ଥିଲେ । ଏହି ଅବସରରେ ମଦ ନିଶାରେ ଜଣେ ବ୍ୟକ୍ତି ଏକ ତିନି ବର୍ଷର ଶିଶୁ କନ୍ୟାର ଦୁଷ୍କର୍ମ କରିଛି । ଏସଏସପି କହିଛନ୍ତି, ଏହି ଘଟଣା ପରେ ପୀଡିତାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି । ସେ ତାର ଅପରାଧ ସ୍ୱୀକାର କରିଛି । ଅପରପକ୍ଷରେ ପୀଡିତାକୁ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।

Related posts

ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତଉଛନ୍ତି ଶିକ୍ଷକ

mahabharatanews

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

mahabharatanews

ରାଜଧାନୀରେ ସରିଜି ଲୁଟ୍

mahabharatanews