ଓଡିଶା

କାହ୍ନଙ୍କ ଛାତିରେ ଧର୍ମେନ୍ଦ୍ରଙ୍କ ଟାଟୁ

ବ୍ୟୁରୋ:ଯୁବକ ଙ୍କ ଦେହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଟାଟୁ । ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ବାବନପୁର ଗ୍ରାମର ଯୁବକ କାହ୍ନା ନାୟକଙ୍କ ସମାଜସେବା ପ୍ରତି ଆଗ୍ରହ ଥିବା ଜାଣି ଯୁବକଙ୍କୁ ପ୍ରଶଂସା କରିବା ସହ କାହ୍ନାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Related posts

ଗଛକୁ ପିଟିଲା କାର୍‌; ଶିକ୍ଷୟିତ୍ରୀ ମୃତ, ୩ ଗୁରୁତର

mahabharatanews

ମଞ୍ଜୁର ହେଉଛି ଘର କିନ୍ତୁ ସମ୍ପୂର୍ଣ୍ଣ ହେଉନି କାମ

mahabharatanews

ରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews