ଓଡିଶା

କୁକୁଡାଖଣ୍ଡି ବ୍ଳକ୍ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଂଘରୋଧ କେନ୍ଦ୍ର ପରିଦର୍ଶନ

(ହିଞ୍ଜିଳିକାଟୁ/ରଜନୀକାନ୍ତ ପାତ୍ର): ମହାରାଷ୍ଟ୍ର ଏବଂ ସୁରଥରୁ ଓଡିଶାକୁ ଆସିଥିବା ୫୧୬ ଜଣ ପ୍ରଭାସୀଙ୍କୁ କୁକୁଡାଖଣ୍ଡି ବ୍ଳକ୍ ର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ‘ସଂଗରୋଧ’ କେନ୍ଦ୍ରରେ ରଖାଯାଇଥିବା ପ୍ରବାସୀଙ୍କର ଜୀବନଯାପନ ଅନୁଧ୍ୟାନ କରିବା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟିଆଓଙ୍କ ସମେତ ତହସିଲଦାର ଇପସ୍ଵିତା ପ୍ରିୟଦର୍ଶନୀ, ବିଡିଓ ଗଦାଧର ପାତ୍ର , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ଅମ୍ବ୍ରିତ ମହାନ୍ତି ପ୍ରଭୃତି ପଦାଧିକାରି ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଲୋଚାପଡା, ଆଙ୍କୁଶପୁର ସମେତ ଅନ୍ୟାନ୍ୟ କେନ୍ଦ୍ର ସୂଚାରୁ ରୂପେ ପରିଚାଳିତ ହେବା ଯୋଗୁଁ କମିଶନର ସନ୍ତୋଷ ବ୍ୟକ୍ତ କରିଥିଲେ ।

Related posts

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଏମ୍ସ ହସ୍ପିଟାଲରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ ପ୍ରକ୍ରିୟା

mahabharatanews

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

mahabharatanews