ଓଡିଶା

କୂଅକୁ ସଫା କରୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜଗନ୍ନାଥପାଟଣା ଗାଁରେ ଅ।ଜି ସଂଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ନିଜ ବାରିପଟେ ଥିବା କୂଅକୁ ସଫା କରୁଥିବା ବେଳେ ଶ୍ଵାସରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏମିତି କି ଜଣେ ମଧ୍ୟ ମୃତକ ମାନଙ୍କୁ ସାହାର୍ୟ୍ୟ କରିବାକୁ ଯାଇ ଗୁରୁତ୍ଵର ଅ।ହାତ ହୋଇଛି । ମୃତକ ଦୁଇ ଭାଇ ହେଲେ ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ । ଜଗନ୍ନାଥପ୍ରସାଦ ପୋଲିସ ପହଁଚି ଦୁଇ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

Related posts

୨୮ପର୍ଯ୍ୟନ୍ତ ଲାଗି ରହିବ ବର୍ଷା 

mahabharatanews

ହିଙ୍ଗୁଳା ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

mahabharatanews

ମିଶନ ୨୦୨୪ ଲାଗି ବିଜେପିର ପ୍ରସ୍ତୁତି

mahabharatanews