ଓଡିଶା

ଖୁବଶିଘ୍ର ମହାନଦୀ ଜଳବିବାଦର ହେବ ସମାଧାନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବଶୀଘ୍ର ମହାନଦୀ ଜଳବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ । ଏହା ସହ କହିଛନ୍ତି ପୂର୍ବ ସରକାର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନାରେ ଏହା ସମାଧାନ ହୋଇପାରିବ । ପୂର୍ବ ସରକାର ଛତିଶଗଡ଼ ସହ ଆଲୋଚନା କଲେନି କି ଟ୍ରିବ୍ୟୁନାଲକୁ ସାହାର୍ଯ୍ୟ କରୁନଥିଲେ । ଏହା ସହ କେନ୍ଦ୍ର ଜଳ କମିଶନଙ୍କ ନିକଟରେ ସଠିକ୍ ତଥ୍ୟ ରଖିଲେ ନାହିଁ । ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Related posts

ବାଇକକୁ ଧକ୍କା ଦେଲା ହାଇୱା, ଯୁବକ ମୃତ

mahabharatanews

ଯୁବକଙ୍କ ମୁଣ୍ଡ କାଟି ଫୋପାଡି ଦେଲେ ଦୁବୃର୍ତ୍ତ

mahabharatanews

ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ

mahabharatanews