ଓଡିଶା

ଖୁବଶିଘ୍ର ମହାନଦୀ ଜଳବିବାଦର ହେବ ସମାଧାନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବଶୀଘ୍ର ମହାନଦୀ ଜଳବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ । ଏହା ସହ କହିଛନ୍ତି ପୂର୍ବ ସରକାର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନାରେ ଏହା ସମାଧାନ ହୋଇପାରିବ । ପୂର୍ବ ସରକାର ଛତିଶଗଡ଼ ସହ ଆଲୋଚନା କଲେନି କି ଟ୍ରିବ୍ୟୁନାଲକୁ ସାହାର୍ଯ୍ୟ କରୁନଥିଲେ । ଏହା ସହ କେନ୍ଦ୍ର ଜଳ କମିଶନଙ୍କ ନିକଟରେ ସଠିକ୍ ତଥ୍ୟ ରଖିଲେ ନାହିଁ । ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Related posts

ଆଜି ନିର୍ବାଚନୀ ପ୍ରଚାର କରିବେ ମୋଦି 

mahabharatanews

ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ

mahabharatanews