ଓଡିଶା

ଜିଏ ନିୟମ ଉଲ୍ଲଘଂନ, ବେଆଇନ୍ ନିର୍ମାଣ କରିଥିଲେ ବବି

ଭୁବନେଶ୍ୱର: ଜିଏ ନିୟମକୁ ଉଲ୍ଲଘଂନ କରି ବେଆଇନ ନିର୍ମାଣ କରିଥିଲେ ପ୍ରଣବ ପ୍ରକାଶ ଦାସ । ଓପିଡିଆର ଆକ୍ଟ ଅନୁସାରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ବେଆଇନ ନିର୍ମାଣ ଦିନରୁ ଧାର୍ଯ୍ୟ ଘରଭଡ଼ା ୫ ଗୁଣା ଆଦାୟ କରିପାରେ ସାଧାରଣ ପ୍ରଶାସନ ବିଭାଗ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସରକାରଙ୍କ ଦୃଷ୍ଟି ଗୋଚରକୁ ଏ ଘଟଣା ଆସିଛି । ଏହାର ତର୍ଜମା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତି ଗ୍ରହଣ କରାଯିବ ।

Related posts

ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ; ଉଦ୍ଧାର ହେଲା ବାବାଙ୍କ ମୁଣ୍ଡ 

mahabharatanews

‘ବାତ୍ୟା ବିପର୍ଯ୍ୟୟ’ : ଓଡ଼ିଶା ଗସ୍ତ ବାତିଲ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା

mahabharatanews

ବାପା ପୁଅ ସମ୍ପର୍କକୁ ନେଇ ସୁରଙ୍କ କଣ୍ଠରେ ଗୀତ

mahabharatanews