(ମହାଭାରତ): ଫିଲ୍ମ ଗଲିବୟରେ ଉତ୍ତମ ପ୍ରଦର୍ଶନ ପାଇଁ ଅଭିନେତା ରଣବୀର ସିଂହଙ୍କୁ ଲଗାତାର ଗୋଟିଏ ପରେ ଗୋଟିଏ ଆୱାର୍ଡ ମିଳି•ଲିଛି । ଫିଲ୍ମ ଫେୟାର ପରେ ଏବେ ଜି ସିନେମା ଆୱାର୍ଡ ମଧ୍ୟ ରଣବୀର ସିଂହଙ୍କୁ ମିଳିଛ । ଏହି ଆୱାର୍ଡ ମିଳିବା ପରେ ରଣବୀରଙ୍କୁ ଗଲିବ । ପାଇଁ ମୋଟ୍ ୩ ଟି ପୁରସ୍କାର ମିଳିଛିୁ । ଏହି ଫିଲ୍ମ ପାଇଁ ରଣବୀରଙ୍କୁ ବେଷ୍ଟ ଅ ।କ୍ଟର, ବେଷ୍ଟ ଅନ୍ସ୍କ୍ରିନ୍ ପେୟାର ଓ ସଙ୍ଗ ଅଫ୍ ଦ ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ସହ ରଣବୀର ନିଜର ଏକ ଫଟୋ ସୋସିଅ ।ଲ ମିଡିଅ ।ରେ ସେୟାର କରିଥିଲେ, ଯାହା ଉପରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍ କମେଣ୍ଟ କରିଥିଲେ । ଏବେ ଏହି କମେଣ୍ଟ ଣ୍ଟ ସୋସିଅ ।ଲ ମିଡିଅ ।ରେ ଖୁବ୍ ଭାଇରାଲ ହେଉଛି ।
ରଣବୀର ସିଂହକୁ ମିଳିଥିବା ଏହି ଆୱାର୍ଡ ପାଇଁ ଦୀପିକା ତାକୁ ଭିନ୍ନ ଅନ୍ଦାଜରେ ଶୁଭକାମନା ଜଣାଇଛନ୍ତି । ଦୀପିକା ଲେଖିଛନ୍ତି ଯେ “ହାଏ, ତୁମେ କେତେ ହ୍ୟାଣ୍ଡସମ୍, ଓକେ ବାଏ’ା ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଦୀପିକା ସ୍ୱାମୀ ରଣବୀରଙ୍କ ଫଟୋରେ ବହୁ ମଜାଳିଅ । କମେଣ୍ଟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଶୁକ୍ରବାର ଜି ସିନେ ଆଡ୍ୱାର୍ଡର ଅ ।ୟୋଜନ କରାଯାଇଥିଲା । କିନ୍ତୁ କରୋନା ପାଇଁ ଏହି ଆୱାର୍ଡ ଫଙ୍କସନ୍ ବନ୍ଦ ଜାଗାରେ କରାଯାଇଥିଲା । କରୋନା ଯୋଗୁ ଏଠାକୁ ଜନସାଧାରଣଙ୍କ ଯିବାକୁ ମଧ୍ୟ ବନ୍ଦ କରାଯାଇଥିଲା । ଲୋକ ନଥିବାରୁ ଆୱାର୍ଡ ଶୋ’ ଏତେଟା ଅ ।କର୍ଷଣୀ ଲାଗିନଥିଲା । କିନ୍ତୁ ଫିଲ୍ମ ଯୋଗୁ ମିଳିଥିବା ଏକାଧିକ ପୁରସ୍କାର ଯୋଗୁ ରଣବୀର କିନ୍ତୁ ବେଶ୍ ଖୁସି ଥିବା ନଜର ଅ ।ସିଥିଲା ।
previous post
next post