ଓଡିଶାଶିକ୍ଷା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ତେଣୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ ଖେଲା ହେବା ନେଇ ଘୋଷଣା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳ ୭ଟାରୁ ୧୧.୩୦ପର୍ଯ୍ୟନ୍ତ ହେବ ମର୍ଣ୍ଣିଂ କ୍ଲାସ୍ । ଖରାଦିନପାଇଁ ସ୍କୁଲରେ ଏପରି ପଦକ୍ଷେପ ନିଆଯାଇଛି । ତାସହିତ ମଧ୍ୟ ସ୍କୁଲରେ ପାଣି ବ୍ୟବସ୍ଥା ଓ ଓଆରଏସ ବ୍ୟବସ୍ଥା କରାଯିବ । ସେହିପରି ହିଟୱେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

Related posts

କରୋନା ପଜିଟିଭ ଚିହ୍ନଟ ପରେ ଗାଁ ସାନିଟାଇଜରରେ ବିଶୋଧିତ

mahabharatanews

ଡଟ୍ ଫେଷ୍ଟ ଅଷ୍ଟମ ସଂଧ୍ୟାରେ ସ୍ୱତନ୍ତ୍ର ମଜ୍ଜା ନେଲେ ଭିକାରୀ , ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର ଭୁବନେଶ୍ୱର;

mahabharatanews

କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କୁ ସ୍ୱର୍ଗଦ୍ୱାରରେ ଗାଡ୍ ଅଫ ଅନର୍

mahabharatanews