Uncategorized

ଚର୍ଚ୍ଚ ଭଙ୍ଗାରୁଜା ମାମଲାରେ ୩ ଗିରଫ

କୋଲକାତା: ସୋମବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରର ଏକ ଚର୍ଚ୍ଚରେ ଭଙ୍ଗାରୁଜା କରିଥିବା ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ଦିନ ପୂର୍ବ ମେଦିନପୁରର ଭଗବାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଏକ ଚର୍ଚ୍ଚରେ କିଛି ଲୋକ ପଶି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଏକ ଅଭିଯୋଗ ଦାୟର କରାଯାଇଥିଲା ।

Related posts

କୋରୋନା ଭୂତାଣୁ ସଂକ୍ରମଣ ଭାରତରେ ସତର୍କସୂଚନା ଜାରି

mahabharatanews

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews

ଦେଶର ପ୍ରଥମ ବରଫ କାଫେ

mahabharatanews

Leave a Comment