ଓଡିଶା

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଅନ୍ତର୍ଗତ ପକାରି ଗ୍ରାମପଞ୍ଚାୟତର ଯୋଗାଣ ସମିତି ଓ ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ଚାଉଳ ବଣ୍ଟନ ହେରଫେର ଅଭିଯୋଗ ହୋଇ ଆସୁଛି । ଏହାକୁ ବିରୋଧୀ କଂଗ୍ରେସ ଗୋଷ୍ଠୀର ମିଥ୍ୟା ପ୍ର·ର, କଳପୋଳକଳ୍ପିତ ଭାବ ବୋଲି କ୍ୟମେରା ଆଗରେ କହିଛନ୍ତି ସରପଞ୍ଚଙ୍କ ସ୍ୱାମୀ ମଣ୍ଡେଲା ପ୍ରଧାନ ଓ ଯୋଗାଣ ସହାୟକ ।

ଗତ କିଛିଦିନ ତଳେ ପକାରୀ ଉଳ୍ଳପ୍ରାଥମିକ ବିଦ୍ୟାଳରେ ଦ୍ଦୁର୍ନୀତିକୁ ନେଇ ସରପଞ୍ଚଙ୍କ ସ୍ୱାମୀ ସ୍ୱର ଉତ୍ତୋଳନ କରିଥିଲେ । ଏହାକୁ ଅପର ଗୋଷ୍ଠୀ ସହ୍ୟ କରିପାରିନଥିଲେ । ତାହାକୁ ନେଇ ସେଠାରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା । ରବିବାର ଦିନ ବାଲିଗୁଡାକୁ ମନ୍ତ୍ରୀ ଅ ।ସୁଥିବା ଖବର ପାଇ ସରପଞ୍ଚଙ୍କ ସ୍ୱାମୀ ବାଲିଗୁଡା ଅ ।ସିଥିଲେ । ସେହି ସମୟରେ ଅପର ଗୋଷ୍ଠୀ ପଞ୍ଚାୟତରେ ·ଉଳ ବଣ୍ଟନରେ ହେରଫେର ହୋଉଛି ବୋଲି ମିଥ୍ୟା ପ୍ର·ର କରି ପଞ୍ଚାୟତରେ ତାଲା ପକାଇଥିଲେ । ସରପଞ୍ଚ ଏହା କଂଗ୍ରେସ ଦଳର ମିଥ୍ୟା ପ୍ର·ର, ସେମାନେ ପଞ୍ଚାୟତ ଉନ୍ନତି ·ହୁଁନାହାନ୍ତି, ଲୋକଙ୍କ ଭଲ ·ହୁଁ ନାହାଁନ୍ତୀ କହି ଅପର ପକ୍ଷ ମିଥ୍ୟାରେ ମୋତେ ବଦଲାମ କରିବାକୁ ·ହୁଁଛନ୍ତ । ·ଉଳ ବଣ୍ଟନ ଯୋଗାଣ ସହାୟକ ଦ୍ୱାରା ପରି·ଳିତ ହୋଉଛି ଏଥିରେ ସରପଞ୍ଚଙ୍କ କିଭଳି ସଂପୃକ୍ତି ବୋଲି ପ୍ରଶ୍ନକରି ·ବିକୁ ଭାଙ୍ଗି ଦେଇଥିଲେ ।

ଏବିଷୟରେ ସମିତି ସଭ୍ୟ ଅଙ୍ଗଦ ନାୟକ, ଗ୍ରାମବାସୀ ମଧ୍ୟ ଏହା ବିରୋଧୀ ଦଳର କୁଚକ୍ରାନ୍ତ । ସେମାନେ ମିଥ୍ୟାର ସାହାରା ନେଇ ସରପଞ୍ଚଙ୍କୁ ବଦନାମ କରି ପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଯୋଗାଣ ସହାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ସମାନ କଥା କହିଥିଲେ । ସେ କହିଥିଲେ ଏହା ସଂପୂର୍ଣ୍ଣ ମିଥ୍ୟା ପ୍ର·ର, ସମସ୍ତଙ୍କୁ ·ଉଳ ବଣ୍ଟନ କରାଯାଇଛି କେବଳ ଯେଉଁ ହିତାଧିକାରୀଙ୍କ ଅ ।ଧାର ନଂ ସହିତ ରାସନ କାର୍ଡର ଲିକଂ ହୋଇନାହିଁ ସେହି ହିତାଧୀକାରୀମାନେ ·ଉଳ ପାଇ ନାହାଁନ୍ତି । ଅ ।ଧାର ଲିଙ୍କ ପରେ ସେମାନେ ·ଉଳ ପାଇପାରିବେ । ବର୍ତ୍ତମାନ ଗୋଦାମରେ ·ଉଳ ଷ୍ଟକ ଅଛି, କିଛି ହେରଫେର ହୋଇନାହିଁ । ଉଚ୍ଚ କର୍ତ୍ତୃପକ୍ଷ ·ହିଁଲେ ସମସ୍ତ କାଗଜପତ୍ର ଓ ଷ୍ଟକ, କିଛି ହେରଫେର ହୋଇନାହିଁ । କିଛି ସମ୍ବାଦ ପତ୍ର ଠିକ୍ ତଦନ୍ତ ନକରି ମୋ ବିରୋଧରେ ମିଥ୍ୟା ଖବର ପ୍ରକାଶନ କରିବା ହେତୁ ଦରକାର ପଡିଲେ ମୁଁ ଅ ।ଇନର ଅ ।ଶ୍ରୟ ନେବା ସହିତ ସେମାନଙ୍କ ନାମରେ ମନହାନି କେଶ ଦାୟର କରିବି ବୋଲି ପ୍ରକାଶ କରିଛନ୍ତି ।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁ ୮ରେ ପହଞ୍ଚିଛି

mahabharatanews

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

mahabharatanews