ଭାରତ

ଚାଷୀ ଆନ୍ଦୋଳନ ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ବଡରରେ ଦୀର୍ଘ ବର୍ଷକର ଚାଷୀ ଆନ୍ଦୋଳନ ଶେଷ ହୋଇଛି । ଚାଷୀ ଆନ୍ଦୋଳନ ନିକଟରେ ମୁଣ୍ଡ ନୁଆଁଇଛନ୍ତି ମୋଦି ସରକାର । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହୋଇଛି । ଏହା ପରେ କୃଷକ ଆନ୍ଦୋଳନ ଶେଷ ହେବା ନେବା ନେଇ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଲମ୍ବା ସମୟ ଧରି ବୈଠଂକ ପରେ ଚାଷୀମାନେ ଘରକୁ ଫେରିଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଡିସେମ୍ବର ୧୧ରେ ଘରକୁ ଫେରିବେ ଚାଷୀ ।

Related posts

ଦିଲ୍ଲୀ: ଗରମ ପ୍ରଭାବରୁ ଡ୍ରିଙ୍କ୍‌ ବ୍ରେକ୍‌ ରହିବ ପ୍ରତି ୧୦ ଓଭରରେ

mahabharatanews

୬ରେ ପଶ୍ଚିମବଙ୍ଗ ଯିବେ ମୋଦୀ 

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews