ଓଡିଶାରାଜନୀତି

ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଏନ୍ଏସିରେ ବାଜି ମାରିଲା ବିଜେଡି

ଭୁବନେଶ୍ୱର: ବାଲୁଗାଁରେ ବିଜେଡିର ବାଜିମାତ୍। ଏନ୍ଏସିରେ ବିଜେଡି ପ୍ରାର୍ଥୀ ଶୁକାନ୍ତି ପାଇକରାୟ ବାଜିମାତ୍ କରିଛନ୍ତି । ବାଲୁଗାଁ ଏନ୍ଏସି ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ଵପ୍ନା ବଡଜେନାଙ୍କ ଠାରୁ ୩୨୩ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ଶୁକାନ୍ତି ପାଇକରାୟ । ସେହିଭଳି ବାଣପୁର ଏନ୍ଏସିରୁ ବିଜେଡି ପ୍ରାର୍ଥୀ ମିଟୁ ନାୟକ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ନନ୍ଦ କିଶୋର ମିଶ୍ରଙ୍କ ଠାରୁ ୪୪୭ ଭୋଟ ବ୍ୟବଧାନରେ ମିଟୁ ନାୟକ ବିଜୟ ଲାଭ କରିଛନ୍ତି ।

Related posts

ତୁରନ୍ତ ଋଣ ଶୁଝିବାକୁ ଏସଏଚଜି ଗ୍ରୁପ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର ଧମକ

mahabharatanews

ମୟୂରଭଞ ପାଇଁ ଗୌରବ ରଚିଲେ ୧୦ ଓସିଏସ୍

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews