ଓଡିଶାରାଜନୀତି

ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଏନ୍ଏସିରେ ବାଜି ମାରିଲା ବିଜେଡି

ଭୁବନେଶ୍ୱର: ବାଲୁଗାଁରେ ବିଜେଡିର ବାଜିମାତ୍। ଏନ୍ଏସିରେ ବିଜେଡି ପ୍ରାର୍ଥୀ ଶୁକାନ୍ତି ପାଇକରାୟ ବାଜିମାତ୍ କରିଛନ୍ତି । ବାଲୁଗାଁ ଏନ୍ଏସି ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ଵପ୍ନା ବଡଜେନାଙ୍କ ଠାରୁ ୩୨୩ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ଶୁକାନ୍ତି ପାଇକରାୟ । ସେହିଭଳି ବାଣପୁର ଏନ୍ଏସିରୁ ବିଜେଡି ପ୍ରାର୍ଥୀ ମିଟୁ ନାୟକ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ନନ୍ଦ କିଶୋର ମିଶ୍ରଙ୍କ ଠାରୁ ୪୪୭ ଭୋଟ ବ୍ୟବଧାନରେ ମିଟୁ ନାୟକ ବିଜୟ ଲାଭ କରିଛନ୍ତି ।

Related posts

ରୁଚିକାଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ସଂଗଠନର ଆନ୍ଦୋଳନ

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ଭୁବନେଶ୍ୱରରୁ ୯ ନୂତନ ଆକ୍ରାନ୍ତ ଚିହ୍ନଟ

mahabharatanews